Batabana Aji Jouthi New Odia Song Lyrics
M-ବାଟବଣା ଆଜି ଜୋଉଠି
ତୋ ମନ ଠିକଣା ସେଇଠି
ଲାଗୁଚି ଏ ବାଟ ସେଶ ହେବ ଏଇଠି.
ତୁ ଯୋଉଠି ହଁ ତୁ ଯୋଉଠି
ତୁ ଯୋଉଠି ହୋ ତୁ ଯୋଉଠି
F-ଆନମନା ଆଖି ଯୋଉଠି
ତୋ ଆଖି ଆଇନା ସେଇଠି
ଲାଗୁଚି ଏ ଆଖି ଲାଖି ଯିବ ସେଇଠି
ତୁ ଯୋଉଠି ହଁ ତୁ ଯୋଉଠି
ତୁ ଯୋଉଠି ହୋ ତୁ ଯୋଉଠି
F-ତୋ ପାଦ ଦୁଇଟି ମୋ ମନ ଦରଜ ଛୁଇଂଲା ପରେ
ଘର ସାରା ପ୍ରଜାପତି ପ୍ରଜାପତି ପ୍ରଜାପତି ପ୍ରଜାପତି .......
M-ତୋ ଆଖିର ନିଦ ମୋ ଆଖି ଦୁଆର ଡେଇଂଲା ପରେ
ସବୁ ରାତି ଜହ୍ନ ରାତି ଜହ୍ନ ରାତି ଜହ୍ନ ରାତି.......
M-ଚିହ୍ନା ଚିହ୍ନା ଲଗେ ଯୋଉଠି
ମନଚୋରୀ ହୁଏ ସେଇଠି
ଲାଗୁଚି ଏ ମନ ହଜି ଯିବ ଏଇଠି
M-ତୁ ଯୋଉଠି ହଁ ତୁ ଯୋଉଠି
F- ତୁ ଯୋଉଠି ହଁ ତୁ ଯୋଉଠି
M-ତୋ ଫୁଲ ଚେହେରା ମୋ ଛାତିରେ ଚାବି ଆନକ୍ଇଲା ପରେ
ମହୁ ଝରେ ସବୁରାତି ସବୁରାତି ସବୁରାତି ସବୁରାତି..
F-ତୋ ଫୁଲ ପାଖୁଡ ମୋ ପଦରେ ରଂଗ ମାଖୀଲା ପରେ
ବାଟ ସାରା ହିରୀମୋତି ହିରୀମୋତି ହିରୀମୋତି......
ଆନମନା ରାତି ଯୋଉଠି
ଚୁନା ଚୁନା ସ୍ବପ୍ନ ସେଇଠି
ଲାଗୁଚି ଏ ସ୍ବପ୍ନ ମାରୀଦେବ ଏଇଠି
F-ତୁ ଯୋଉଠି ହଁ ତୁ ଯୋଉଠି
M-ତୁ ଯୋଉଠି ହଁ ତୁ ଯୋଉଠି
F-ତୁ ଯୋଉଠି ହଁ ତୁ ଯୋଉଠି
M-ତୁ ଯୋଉଠି ହଁ ତୁ ଯୋଉଠି.......
No comments:
Post a Comment