Showing posts with label Odia Singer hits. Show all posts
Showing posts with label Odia Singer hits. Show all posts

Sunday, July 14, 2019

July 14, 2019

Chhalana Kainhiki Kalu Chhalana Kahide Mo Prema Re Thila Ki Una Odia Lyrics


About Song :
✽ Song : Chhalana ✽ Singer : Humane Sagar ✽ Lyrics & Music : Chinu Samal ✽ Recorded At : MRR Studio, Cuttack

 Prema Nuhe Eka Mati Ra Kandhei
Padigale Bhangijiba
Prema Nuhe Eka Andhara Rati
Je Swapna Re Tutu jiba
Jebe Dekhi Daribu Tu kacha Aaina
To Rasta Re Thibi Mu Sesha Thikana
Chhalana Kainhiki Kalu Chhalana

Chhalana Kainhiki Kalu Chhalana Kahide Mo Prema Re Thila Ki Una Odia Lyrics

Sukhara Sathi Bhabi Thili Mu tate  
Dei Galu Jatana
Sata Bhala Tate Mu Paithili Re
Bhari Delu Mane Ghruna ….(2)

Sun Sun Sathire Tu Mo Priya Re
Kemiti Banchibi To Bina
Chhalana Kainhiki Kalu Chhalana
Kahide Premare Thila Ki Una (2)
.
Sukha Ra Sathi Bairi Saji
Bhari Delu Hrudaya Re Dukha Je Mora
Jahaku Ate Bhabi Thili NIjara
Sia Kari Dela Aaji Mate Ta Para…..
Ho
Jou Prema Dine Thila Nijara
Aaji Kain Laguchi Bahu Je Dura
Dura Re Thai Paye Jantrana
Hele Taku Paduni Kichhi Farak

Sun Sun Priya Re Tu Mo Sathire
Dunia Chhadibi To Bina

Bahana Na Kari Au Bahana
Kahide Prema Re Mo Thila Ki Una
Chhalana Kainhiki Kalu Chhalana
Kahide Mo Prema Re Thila Ki Una….
Ho
Chhati Tale Mu Rakhi Thili Lo Tate
Kari Thili Tate Mo Aakhi Aaina
Se Aaina Ku Aji Dekhile
Kain Mate Laguchi Bhari Achinha…..

Khelana Bhabi Kheluchu Mate
Jharuchi Mo Aakhiru Luha Jharana
Mo Luha Dekhi Tu Hasuchu
Ki Khusi Pauchu Mu Jani Parena

Sun Sun Dhanare Tu Mo Nahi Re
Adhura Ate Mu To Bina

Pauna Ea Ki Delu Pauna
Kahide Premare Mo Thila Ki Una
Chhalana Kainhiki Kalu Chhalana
Kahide Mo Prema Re Thila Ki Una…..


Sun Sun Sathire Tu Mo Priya Re
Dunia Chhadichi To Bina
Diwana Thili Mu Deewana
Aaji Thu Heli To Pain Ajana


Wednesday, July 10, 2019

July 10, 2019

Marijibi Pachhe Premare Dhoka Debini Female Vesion By Amrita Nayak Lyrics

allodiasongs.com

Marijibi Pachhe Premare Dhoka Debini Female

Ho Ho O O ……Ho Ho O O ……

Marijibi Pachhe Mu Premare Chhalana Karini
Jalijibi Pachhe Mu Prema Dhoka Deini
Marijibi Pachhe Mu Premare Chhalana Karini
Jalijibi Pachhe Mu Prema Dhoka Deini

Tebe Kahidia Thare Kahidia Mate Kainhki Bhala Pa a ni

Marijibi Pachhe Mu Premare Chhalana Karini
Jalijibi Pachhe Mun Prema Dhoka Deini…………….....….(1)

Tume Bi Hasucha Mu Bi Hasuchi Hasara Nahi Se Chhanda
Dunia Aagre Abhinaya Kale Prema Ki Hoiba Sudha
Ho
Tume Bi Hasucha Mu Bi Hasuchi Hasara Nahi Se Chhanda
Dunia Aagre Abhinaya Kale Prema Ki Hoiba Sudha

Thare Kahidia Sata Kahi Dia Mo Katha Ki Mane Padeni

Marijibi Pachhe Mu Premare Chhalana Karini
Jalijibi Pachhe Mun Prema Dhoka Deeini………………….(2)

Dehara Chhuainre Prema Huye Nahi Prema Prakruti Ra Dana
Deha Aaji Acchi Kali Ku Nathiba Kara Nahi Abhiman
Hna
Dehara Chhuainre Prema Huye Nahi Prema Prakruti Ra Dana
Deha Aaji Acchi Kali Ku Nathiba Kara Nahi Abhiman

Mate Kahidia Kholi Kahidia Rahibiki Tuma Bata Chanhi

Marijibi Pache Mu Premare Chhalana Karini
Jalijibi Pachhe Mu Premare Dhoka Deini……………….....(3)

Ho Ho O O ……Ho Ho O O ……

Download Mp3 Here

Friday, July 5, 2019

July 05, 2019

Slow Motion Re Nachiba Sambalpuri Dance Lyrics



Slow Motion Re Nachiba Sambalpuri Dance


Mo Aakhire To Aakhi Karide Ladhei
Shirt Tale Heart Ku Nelu Jadi Chhadei
He Mo Aakhire To Aakhi Karide Ladhei
Shirt Tale Heart Ku Nelu Jadi Chhadei

Aa Kholam Khola Kariba Romance
Aa Slow Motion Re Nachiba Tike Sambalpuri Dance
Aa Slow Motion Re Nachiba Tike Sambalpuri Dance

F- Gudi Pari Mana Ku Nelu Jadi Udei
Love Ra Pancha Ku Suta Re De Chadhei
Hna Deli Re Tate Gote Golden Chance  
Aa Slow Motion Re Nachiba Tike Sambalpuri Dance
Aaja Slow Motion Re Nachiba Tike Sambalpuri Dance

Mauri Color Chehera Ru Tora Hatuni Najara …..
Hei Gala Bodhe Mate Prema Jara
F – Site Lover Katha Ta Tora Pakaye Asara…..
Sunu Sunu Hue Mora HangOver

M- Hei Baby Tora Nahaki Anta
Chhati Tale Phutei Kanta
Udei Nauchi Mora Sense
Slow Motion Re Nachiba Tike Sambalpuri Dance
Aa Slow Motion Re Nachiba Tike Sambalpuri Dance
F- Slow Motion Re Nachiba Tike Sambalpuri Dance
Aaja Slow Motion Re Nachiba Tike Sambalpuri Dance

M – Are Dil Re Mora Exchange Offer Mohar Mailu Tu Tu…..
Are Tani Hei Gala Dil To Aadaku
F- To Pari Lover Sweet Super Paibi Nahi Mu Mu…
Chal Aame Heijiba Udan Chhu ……

M-Hai Mo Manara Nakal Chabi
To Hatare Dharei Debi
Odisha Ru Bhagei Nebi Fans

Slow Motion Re Nachiba Tike Sambalpuri Dance
Aa Slow Motion Re Nachiba Tike Sambalpuri Dance
F- Aa Aa Slow Motion Re Nachiba Tike Sambalpuri Dance
Aaja Slow Motion Re Nachiba Tike Sambalpuri Dance …………




Monday, May 20, 2019

May 20, 2019

Mo Hrudaya Badalare Tama Hrudaya Dabaki Lyrics



Mo Hrudaya Badalare Tama Hrudaya Dabaki Lyrics

M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

M - ତମ ଛଲ୍ କା ଛଲ୍ କା ହସ ଦେଖୁ ଦେଖୁ ମୁଁ ବେହୋସ୍

F - ମନ ଚାହେଁ ପ୍ରେମ ସ୍ପର୍ସ ଏ କି ବୟସ ର ଦୋସ


M - ହୋ ଅତେ ଖାସ୍ ଲାଗ କାହିଁକି


F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

M - ଠିକ୍ ତମ ପରି ଖୋଜୁ ଥିଲି ଭାରୀ ଆଇ ମା ଗପ ର ରାଜ କୁମାରୀ
F - ହଁ ମନ ମତେ ଆଜି ମାଗୁଚୀ ମଂଜୁରୀ ସୁଣୀବାକୁ ତମ ସେରା ସାଏରୀ

F - ଭଲ ପା ଅ ବୋଲି ଓଠ ଟିକେ ଖୋଲି ଭଲ ପା ଅ ବୋଲି ଓଠ ଟିକେ ଖୋଲି କହି ଦବକୀ ହୋ ହୋ ହୋ

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

M- ପରିଚୟ ମୋର ଥିଲା ଜାଜାବର ତମ ପାଖେ କାଇଁ ଗଲୀ ଅଟକି
F - ଅଳପ ଦେଖାରେ ପଦିଏ କଥା ରେ ନିଆରା ଲାଗୁଚ ଅତେ କାହିଁକି

M - ତମ ଆଖି ଓଠ କରେ ମତେ ଦୁସ୍ଟ ମରୀ ଜିବି କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି




Monday, April 15, 2019

April 15, 2019

Sona Sona Sona Re Mantu Chhuria & Asima Panda Lyrics


ତୋର ପଛେ ପଡି ଥିବେ କେତେ Handsome ଦେଖୁ ଥିବେ ତୋର୍ ସପନ୍
ହେଲେ ତୋର୍ Dream  King ମୁଈଂ ଜାଣି ଥାଲୋ ଜାନମ୍

ତୋର୍  ଲଗୀ ମୁଈଂ Crazy ସବୁ ବେଳେ ଲୋ Busy 
ତତେ ସୁନବାର୍ ଲାଗି ମୋର ଦିଲ୍ ର ଧଡକନ୍

ସୁନି ପକା ଥରେ Slowly ଧିରେ ଧିରେ
ଓଃ Baby ମୋର୍ ଲାଗୀ ବନେଇ ଦେମି ତତେ ମୋର୍

ସୋନା ସୋନା ସୋନାରେ ..
ସୋନା ସୋନା ସୋନାରେ ....
ସୋନା ସୋନା ସୋନାରେ ......


F- ତୋର୍ ପଛେ ପଡିଥିବେ କେତେ Item ତତେ ମାନୁ ଥିବେ ସଭେ ହମଦମ୍
ହେଲେ ତୋର୍ ହାସିନା ମୁଈଂ ହେମୀ ଜନମ୍ ଜନମ୍ 

ତତେ Follow  କରି କରି ହଁ ମୁଈଂ ଚୋରୀ ଚୋରୀ 
ଲଗେଇ ଦେମୀ ତୋର୍ ଦିଲ ଠି ମୋର Love ର୍ Item Bomb

Feelings ବୁଝିଝା ରେ ଟିକେ ମାନିଯା ରେ
 Baby ହ୍ଁ Baby
ବନେଇ ଦେ ମତେ ମୋର୍

ସୋନା ସୋନା ସୋନାରେ..
ସୋନା ସୋନା ସୋନାରେ....
ସୋନା ସୋନା ସୋନା........

 M- ମାନୁ ଛେ ଲଚ୍କି ଲଚ୍କି ଚାଲି ଦେସୁ ବେଳେ ଲାଗୁ ଥିସୁ ପୁରା ଗୁଡିଆ 
ହେଲେ ରାୱାଡି ଚାଲି ମୋର ହଟକେ ରେ ଜେନ୍ତା ମୁଈଂ ହେଇ ଚେନ୍ ତୋର୍ Fan
ହେଲେ ମୋର Simple ବାଲା ହସି ସବକୁ ଲଗସୀ ରେ ବଢିଆ 

ଟିକେ ନଜର୍ ଦେଇ ଦେଖ୍.
ଟିକେ ନଜର୍ ଦେଇ ଦେଖ୍..
ଟିକେ ନଜର୍ ଦେଇ ଦେଖ୍...
ଟିକେ ନଜର୍ ଦେଇ ଦେଖ୍....

ତୋର୍ ଦିଲ ଭିତାରେ ଯଦି ନାଈ ଉଡେଇ ଦେମୀ ମୋର୍ ପ୍ୟାର୍ ବାଲା ଚିଡିୟା

M- ତୋର୍ ସୁରତ୍ ଦେଖି କରି Heart Beat ଜୈସୀ ବଢି ଯାଇ ସିଲୋମୋର Love Temperature
ଏ ମୋର୍ ମନ ମୟୁରୀ ହଁ ହଁ ତୋର୍ ଲାଗୀ ହେଇ ଛେ ମତେଲୋ Love ଫେବର୍

F-ଓଏ Handsome ରାଜା Autograph ଦେଇ ଜା ଦେଇଦେ ଦିଲ ଠି ମୋର Love Signature
ଇସରା ଦେଇ କରି ବଢେଇ ଦେ ପ୍ରେମର ଗାଡି ଲଗେଇ କରି ହଁ Love ର ଗିୟର୍
Feelings ବୁଝିଝା ରେଟିକେ ମାନିଯା ରେ

ଓଏ Baby ହଁ Baby
ବନେଇ ଦେ ମତେ ତୋର୍

ସୋନା ସୋନା ସୋନାରେ..
ସୋନା ସୋନା ସୋନାରେ….
ସୋନା ସୋନା ସୋନା ........


F- ଥିବେ ତୋର୍ ପଛେ କେତେ ଦିୱାନୀ ତୋର୍ ସାଥେ ହେଲେ ମୁଈଂ ପଛେ ନାଈ ସାଙ୍ଗ ଥିମୀ 
ପ୍ୟାର ୱାଲା ରେସ୍ ଥିଏଟର୍ ସବକୁ ହେରେଇ କରି ତୋର୍ ସୋନା ମୁଈଂ ବନୀ ଜିମି
M-ତତେ Follow କରି କରି ସୁନ୍ ସୁନ୍ ମୋର୍ ପ୍ୟାରି ଦିଲ ଭିତର୍ କେ ତୋର୍ ପୁହୁନଚୀ ଜିମି 
Love କେ ମୋର ପାର୍କ କରି ସୁନେଇ କରି Love ସାୟେରୀ ତତେ ମୋର୍ ସୋନା ବନେଇ ଦେମୀ 

ସୁନି ପକା ଥରେ Slowly ଧିରେ ଧିରେ ଓ ବାବୁ ହଁ Baby ବନେଇ ଦେଲି ତତେ ମୋର 

ସୋନା ସୋନା ସୋନାରେ..
ସୋନା ସୋନା ସୋନାରେ....
ସୋନା ସୋନା ସୋନାରେ......



Sunday, April 14, 2019

April 14, 2019

Bhanga Hrudaya Female Version By Amrita Nayak Lyrics


Bhanga Hrudaya Female Version By Amrita Nayak 


Song - Bhanga Hrudaya
Singer - Amrita Nayak
Lyrics - Nilu
Producer - Abhijeet Hati
Poster Design - Rahul
Production - CS Music Production


Bhanga Hrudaya Humane Sagar New Song Lyrics

ହୋ ଓ ହୋ ଓ ...

ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..

ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ.....

ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..
ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ...

ଓ ସାଥୀ ରେ ଜଳେ ନିଆଁ ରେ (୨)
ତୋ ପାଇଁ ଆଜି ମୁଁ.....

ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ......

କଣ୍ଢେଇ ଭାବୀ ତୁ ଖେଲିଲୁ ମୋ ସାଥେ ମୁଁ ଜାଣି ପରିଲିନୀ
ତୋ ସାଥିରେ ମୁ ବାଟ ଚାଲୁ ଚାଲୁ ବାଟ ବଣା ହେଇ ଗଲି 
କି ଦିନ କି ରାତି କି ଖରା କି ତାତି ସବୁ ଥିରେ ତୋ ସ୍ମୁତୀ
କେମିତି ଭୁଲିଲୁ ସାଥୀ ତୁ କହେରେ ଦେଇ ମତେ ପ୍ରତିସୃତି

ହେଇ ଗଲୁ ରେ ବେଇମାନ ରେ (୨)
କେମିତି କହ ତୁ ....

ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ....

ତୋ ମନ ରା ରାଣୀ କରି ଥିଲୁ ମତେ ହୃଦୟ ରେ ଜାଗା ଦେଇ
ଅମିତି ଭାଙ୍ଗିଲୁ ହୃଦୟ କୁ ମୋର ପାରୁନି ରେ ମୁଁ ଯୋଡି
ଭାଙ୍ଗା ହୃଦୟ ରେ କେମିତି ବଞ୍ଚିବୀ ତୋ ଠାରୁ ଅଲଗା ହେଇ
ମରିବାକୁ ଇଛା ହଉଚି ହେଲେ ରେ ମୁଁ ମରି ପାରୁ ନାହିଁ 

ଓ ସାଥୀ ରେ ଜାଣି ଗଲୀ ରେ (୨)
ହୃଦୟ ହୀନ ତୁ ......

ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ....
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..


ହୋ ହୋ ଓ ଓ ....





*Related Tags :: #Bhanga Hrudaya, #Humane Sagar Hits, #Amrita Nayak Hits, #CS Music Productions All Song, #Tu Jemiti Bhangi Delu Mo Hrudaya, #All Odia Songs, #Female Version Song, #Humane Sagar New Songs.

Saturday, April 13, 2019

April 13, 2019

Pheri Aasa Tame Female Version By Asima Panda Lyrics


Pheri Aasa Tame Female Version By Asima Panda Lyrics


ତମେ ବି ସେ କାଚ ଆଇନା ପରି ହେଇ ଗଲଣି
ଯିଏ ବି ତମ ସାମନା କୁ ଆସିଲା ତୁମେ ତାର ହେଇ ଗଲ

ହମ୍ ହମମ୍ ହମମ୍......ହମ୍ ହମମ୍ ହମମ୍......

ତୁମ ପରିଚୟ ରେ ମୁଁ ଆଜି ବାଟ ଚାଲୁଚି
ସିଖେଇଲ ତଥାପି ବି ଅଧା ବାକି ରହିଚି
ହମମ୍
ତୁମ ପରିଚୟ ରେ ମୁଁ ଆଜି ବାଟ ଚାଲୁଚି
ସିଖେଇଲ ତଥାପି ବି ଅଧା ବାକି ରହିଚି

ଅଧା ଗଢା ହେଇ ତୁମ ବାଟ ଚାହିଁଚି

ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ......

ଅତେ ଭଲ ମଣିଷ ଟେ କାଇଁ ତୁମେ ହେଲ
ଜିଇଁ ବାର ପ୍ରତି ପାଦେ ସ୍ମତି ଢାଳି ଦେଲ
ହନମ୍
ଜୀବନ ର ଦୋ ଛକିରେ ଚାହଁଚି ମୁଁ ବସୀ
କେବ ତୁମ ସ୍ପଷ ପାଇ ଫେରିବ ମୋ ଖୁସି

ପାଦ ତଳୁ ଆଜି ମାଟି ଯାଉଚି ଖସି ଇ....

ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ......

ଦିଗ ହରା ପଖୀ ଟିକୁ କାଇଁ ଜାଗା ଦେଲ
କଥା ଦେଇ ଫେରିବାର ବାଟ ଭୁଲି ଗଲ
ହୋ....
ଯୋଉ ଡାଳ ଧରେ ଆଜି ଡାଳ ଭାଙ୍ଗି ଯାଏ
ଯୋଉ ବାଟେ ପାଦ ଦେଲେ ପାଦ ଥକୀ ଯାଏ

ଆଖି ପାହାନ୍ତା ରୁ ସ୍ୱପ୍ନ ଦୁରେଇ ଯାଏ

ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ.........