Monday, June 10, 2019

June 10, 2019

O Mere Sanam New Odia Sad Song Lyrics



O Mere Sanam New Odia Sad Song Lyrics


O O O O Oh
O O O O Oh
O O O O Oh
O O O O Oh

To Prema Re Bhiji Baku Chanhu Thili
Tu Mate Luha Delu
To Sathi Re Chali Baku Chanhu Thili
Tu Hata Chhadi Delu
Amiti Kanhiki Tu  Kalu…

O Mere Sanam
O Mere Sanam(3)
O Mere Sanam
O Mere Sanam(3)

Niswas Re Mu Rakhichi Tate
Tu Achhu Boli Mu Aachhi
Kemiti Kaha Bhulibiu Tate
To Bina Mu Marijibi
Oh
Hruday Re Lekhichi To Na
Mana Mo Tate Khojuchi
Upare Sina Hasuchi Hele
Hrudaya Mora Kanduchi
To Prema Re Haji Baku Chanhu Thili
Tu Mate Bhuli Galu
Amiti Kainhiki Tu  Kalu……

O Mere Sanam
O Mere Sanam(3)
O Mere Sanam
O Mere Sanam(3)

Amiti Bhala Paili Tate
Kainhiki Bujhilu Nahi
Kemiti Tate Bujheibi Mu
Spandana Chale To Pain
Ohh
Tu Sina Mate Bhuli Jaichu
Mu Tate Paruni Bhuli Hoo
Thaki Delu Tu Mate Premare
Pagala To Pain Heli
To Prema Re Jini Baku Chanhu Thili
Tu Mate Dhoka Delu
Amiti Kainhiki Tu Kalu……

O Mere Sanam
O Mere Sanam(3)
O Mere Sanam
O Mere Sanam(3)




Friday, May 31, 2019

May 31, 2019

Biswas A Chhatira Spandana New Odia Song Lyrics

Biswas A Chhatira Spandana New Odia Song Lyrics 

OO Oo Oooo  OO Oo Oooo
OO Oo Oooo

Ichha Thila Spandana To Pain Jale Re
Ratire Bi Nida To Swapna Dekehe Re
Ichha Thila Spandana To Pain Jale Re
Ratire Bi Nida To Swapna Dekehe Re

Samparka Gadhilu Tu Chhalana Kari
Hrudaya Khelilu  Tu Khelana Pari
Biswas  Bhangilu Tu Nija Swartha Re

OO Oo Oooo  OO Oo Oooo
OO Oo Oooo

To Dehara Sehi Basna Baji Aakhi Khole
Sei Atita Ku Puni Tane Re
Aaji Nuhe Kebe Nuhe Paribuni Bhuli
Prema Ku Mo Para Kalu Re

Prema Thila Tora Gote Dina Pain
Aka Kari Mate Chali Galu Kain
Biswas Bhangi Tu Nija Swartha Re

A Chhatira Spandana To Pain Jale Re
Ratire Bi Nida To Swapna Dekehe Re

Prema Thila Hrudaya Re Kali To Pain
To Chhada Sabu Suna Lage Re
Dunia Re Sabu Khusi Paichi To Pain
To Chhada Au Kichji Chanhe Na Re

Samparka Gadhilu Tu Chhalana Kari
Hrudaya Khelilu  Tu Khelana Pari
Biswas 8Bhangilu Tu Nija Swartha Re
A Chhatira Spandana To Pain Jale Re
Ratire Bi Nida To Swapna Dekehe Re

OO Oo Oooo  OO Oo Oooo
OO Oo Oooo

Download Mp3 Here

Wednesday, May 29, 2019

May 29, 2019

Surjical Strike (Golmal Love ) New Odia Movie Song Lyrics



About This Song
♪ Song: Surgical Strike ♪ From The Film: Golmal Love ♪ Singer: Humane Sagar ♪ Lyrics: Dr.Nirmal Nayak ♪ Music: Abhijit Majumdar ♪ Banner: Tarang Cine Productions ♪ Music Label: Odisha Television Network

Surjical Strike (Golmal Love ) New Odia Movie Song Lyrics


Kete Guli Phutauchu Aakhire
Mate Suaaeie Daunu Ratire (2)

Aa Border Dei Chali Aa Thare Katha Hei Jiba Santire
Mommy Kasam Mate Jadi
Mommy Kasam Mate Jadi
Karibunu Tu Like Like…

To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare… Karidebi… Surjical Strike Lo Baby Surjical Strike

Surjical Strike Lo Baby Surjical Strike …

Aare Tora Mora Love Story Charcha Abe Uthe
Tu Ta Mora Target Boli Sabhinka Chhati Phate (2)
Kete Missile Chhadu Othare …
Mana Chipki Galani To Thare
Prema Elisi Dein Aaalo Thare Rahuchi Bhari Kasta Re

Mommy Kasam Mate Jadi
Mommy Kasam Mate Jadi
Karibunu Tu Like Like…
To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare… Karidebi… Surjical Strike Lo Baby Surjical Strike

Surjical Strike LO Baby Surjical Strike …

Attack Jadi Karichu Mate Chhadibi Nahi Jama
To Gora Gala Re Gadei Debi Kargil Wala Chuma (2)
Kete Bomb Pakuchu Heart Re ..Heart Re..
Chal Ladhei Kariba Start Re..Start Re…
Aallo Jana Padiba Love Khela Re Kia Kete Smarter

Mommy Kasam Mate Jadi
Mommy Kasam Mate Jadi
Karibunu Tu Like Like…
To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare… Karidebi… Surjical Strike Lo Baby Surjical Strike

Surjical Strike LO Baby Surjical Strike …

Download Mp3 Here

Tuesday, May 28, 2019

May 28, 2019

Kanhiki Aakhi Tu Kanduchu Re Odia Song Lyrics

Kanhiki Aakhi Tu Kanduchu Re Odia Song Lyrics


କାହିଁକି ଆଖି ତୁ କାନ୍ଦୁଚୁ ରେ  
କାହିଁକି ମନ ତୁ ଝୁରୁଚୁ ରେ
ହୋ ଓ ହୋ ଓ
କାହିଁକି ଆଖି ତୁ କାନ୍ଦୁଚୁ ରେ 
କାହିଁକି ମନ ତୁ ଝୁରୁଚୁ ରେ
ଭୁଲି ଗଲା ଯିଏ ଭୁଲି ଯାଉ
ଚାଲି ଗଲା ଯିଏ ଚାଲି ଯାଉ
କାହିଁକି ତା ବାଟ ଚାହିଁଚୁ ରେ ଚାହିଁଚୁ ରେ
ମନ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ ..କାହିଁକି ଜଳି ତୁ ମରୁଚୁ ରେ
ମନ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ ..
କାହିଁକି ଜଳି ତୁ ମରୁଚୁ ରେ.... ମରୁଚୁ ରେ.. ମରୁଚୁ ରେ

ଏ ଦୁନିଆ ଟା ଗୋଟେ ସ୍ବାର୍ଥପର 
ସ୍ବାର୍ଥ ସରି ଗଲେ କିଏ ବା କାହାର
ହୋ ହୋ ହୋ
ଏଦୁନିଆ ଟା ଗୋଟେ ସ୍ବାର୍ଥପର
ସ୍ବାର୍ଥ ସରି ଗଲେ କିଏ ବା କାହାର
ଆଜି ଯିଏ କରେ ତତେ ରେ ନିଜର
କାଲି ହବ ସିଏ ତୋ ଠାରୁ ପର
ଧୋକା ଦେଲା ଯିଏ ଧୋକା ଦଉ
ଦୁଖ ଦେଲା ଯିଏ ଦୁଖ ଦଉ
କାହିଁକି ତା କଥା ଭାବୁଚୁ ରେ ଭାବୁଚୁ ରେ ...
ମନ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ
କାହିଁକି ଜଳି ତୁ ମରୁଚୁ ରେ.... ମରୁଚୁ ରେ.. ମରୁଚୁ ରେ
ଯାହା ହୃଦୟ ରେ ଜାଗା ଟିକେ ନାହଁ
ପାଉଚୁ ରେ ଭଲ ତାକୁ ତୁ କାଇଂ
ହୋ ହୋ ହୋ
ଯାହା ହୃଦୟ ରେ ଜାଗା ଟିକେ ନାହଁ
ପାଉଚୁ ରେ ଭଲ ତାକୁ ତୁ କାଇଂ
ହୋ ଓ ହୋ ଓ
ଯାହା ହୃଦୟ ରେ ଜାଗା ଟିକେ ନାହଁ
ପାଉଚୁ ରେ ଭଲ ତାକୁ ତୁ କାଇଂ
ଏଡେ ସେ ନିଷ୍ଠୁର ଏଡେ ସେ ପଥର
ଭାଙ୍ଗି ଦେଇ ଗଲା ହୃଦୟ କୁ ତୋର
ଠକି ଦେଲା ଜିଏ ଠକି ଦଉ
ଲୁହ ଦେଲା ଯିଏ ଲୁହ ଦଉ
କାହିଁକି ପୁଣି ମରୁଚୁ ରେ ମରୁଚୁ ରେ
ମନେ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ
ମନେ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ.
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ..
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ...
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ....

Download Mp3 Here


Saturday, May 25, 2019

May 25, 2019

Aji Bi Hrudaya Mora Tate Chanhe Song Lyrics

Aji Bi Hrudaya Mora Tate Chanhe Song Lyrics 

ଆଜି ବି ହୃଦୟ ମୋର ତତେ ଚାହେଁ
ଆଜି ବି ତୋ ପାଇଁ ଗୀତ ଗଏ
ହେଲେ ତୁ ବୁଝୁନା
ହେଲେ ତୁ ମାନୁନା
ହେଲେ ତୁ ବୁଝୁନା ମାନୁନା ସୁଣୁନା ଚାହୁଁନା ଭାବୁନା କାହିଁକି
ମୁଁ ତତେ ପରା ତତେ ପରା
ଦିଲ ସେ ଭଲ ପାଏ (୨) ..

ହୃଦୟ ରା ନଦୀ ତିରେ , ସଂଜ ନଈ ଗଲା ପରେ
ତୁ ଆସୁ ଧିରେ ଧିରେ
ଅଳ୍ପ ଜହ୍ନ ଆଲୁଅ ରେ , ନୁଆ ପ୍ରେମ ରାଗୀଣୀ ରେ
ମୁଁ ଗାଏ ଧିରେ ଧିରେ
ଆଜି ବି ମନ ମୋର ତେତେ ଚାହେଁ
ଆଜି ବି ଏ ସ୍ବପ୍ନ ତତେ ଚାହଁ
ହେଲେ ତୁ ବୁଝୁନା
ହେଲେ ତୁ ମାନୁନା
ହେଲେ ତୁ ବୁଝୁନା ମାନୁନା ସୁଣୁନା ଚାହୁଁନା ଭାବୁନା କାହିଁକି
ମୁଁ ତତେ ପରା ତତେ ପରା
ଦିଲ ସେ ଭଲ ପାଏ (୨) ..

ଚୁନା ଚୁନା ସକାଳ ରେ , ସୁନା ସୁନା କିରଣ ରେ
ତୁ ହସୁ ଧିରେ ଧିରେ  
ଚିନା ଚିନା ଅନ୍ଧାର ରେ , ସପନ ର ସେପାରି ରେ
ମୁ ଖୋଜେ ଧିରେ ଧିରେ
ଆଜି ବି ଏ ରାତି ମୋର ତତେ ଚାହେଁ
ହେଲେ ତୁ ବୁଝୁନା
ହେଲେ ତୁ ମାନୁନା
ହେଲେ ତୁ ବୁଝୁନା ମାନୁନା ସୁଣୁନା ଚାହୁଁନା ଭାବୁନା କାହିଁକି
ମୁଁ ତତେ ପରା ତତେ ପରା
ଦିଲ ସେ ଭଲ ପାଏ (୨) ..


Tuesday, May 21, 2019

May 21, 2019

Kande Mo Hrudaya New Sad Song By Humane Sagar Lyrics


Kande Mo Hrudaya New Sad Song By Humane Sagar Lyrics


ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ

ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ

ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ

ତୁ ଭୁଲି ଗଲୁ ମତେ.. ହେଲେ ମୁଁ ଭୁଲି ନାହିଁ ତତେ

ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ


କଥା ଥିଲା ମୋର ଏକାଠି ବଞ୍ଚିବା  ,ବଞ୍ଚି ନ ପାରିଳେ ଦୁହେଁ ମରି ଯିବା
ଭଲ ପାଇବାର ଏ କି ଉପହାର ଥାଇ ମୋ ଆଖିରେ ଲୁହର ସାଗର

ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ

ତୁ ଭୁଲି ଗଲୁ ମତେ... ହେଲେ ମୁଁ ଭୁଲି ନାହିଁ ତତେ

ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ

ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ  
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ

କହିଥିଲୁ ମତେ କେବଳ ମୁଁ ତୋର ଆଜି ହେଇ ଗଲୁ ତୁ ଆଉ କାହାର
ହୋ ହୋ
ପିନ୍ଧି ନେଲୁ ମଥା ରେ ତୁ ସିନ୍ଦୁର ମତେ କରି ଦେଲୁ ତୁ ସାତ ପର

ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ

ତୁ ଭୁଲି ଗଲୁ ମତେ ହେଲେ... ମୁଁ ଭୁଲି ନାହିଁ ତତେ

ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ

ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ